ଖେର୍ଖେସା Kherkhesā

  • ଗ୍ରା ଓ ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍କଶ; ତୁଳ. ହି. ଖୁର୍ଖୁରା) — କର୍କଶ; ବନ୍ଧୁର — Rough
  • ଗ୍ରା ଓ ପ୍ରାଦେ. (ସମ୍ବଲପୁର) ବିଣ. (ସଂ. କର୍କଶ; ତୁଳ. ହି. ଖୁର୍ଖୁରା) — ଦେଖିବାକୁ ଅସୁନ୍ଦର — Uncouth