ଖେରାଗୁଦି Kharāgudi

  • ପ୍ରାଦେ. (ସମ୍ବଲପୁର) ବି. — ଏକ ପ୍ରକାର ଛତୁ — A kind of ball-headed mushroom
  • ପ୍ରାଦେ. (ସମ୍ବଲପୁର) ବି. — [ଦ୍ର—ଏହାର ଅଗ ଟେନିସ୍—ବଲ୍ ପରି ଗୋଲ୍।]