ଖେଦଜନକ Khedajanaka

  • ସଂ. ବିଣ. (ଖେଦ+ଜନି ଧାତୁ=ଜାତ କରିବା+କର୍ତ୍ତୃ. ଅକ) — ଯାହା ଖେଦ ଜନ୍ମାଏ; ଦୁଃଖପ୍ରଦ — Sorrowful; lamentable; causing grief
  • ସଂ. ବିଣ. (ଖେଦ+ଜନି ଧାତୁ=ଜାତ କରିବା+କର୍ତ୍ତୃ. ଅକ) — ଶ୍ରମଦାୟକ — Exchausting; tiresome