ଖେତରା Khetarā

  • ଦେ. ବିଣ. ପୁଂ — ଛତରା (ଦେଖ) — Chhatarā (See)
  • ଦେ. ବି. ପୁଂ. (ଅନାଦରାର୍ଥକ) — କ୍ଷେତ୍ରବାସୀ ବା କ୍ଷେତ୍ରମୋହନ ଆଦି ନାମଧାରୀ ବ୍ଯକ୍ତିର ଡାକନାମ — Name for calling Kshetrabāsī or Kshetramohana