ଖେତ ମାରିବା

  • ଦେ. କ୍ରି — ଜଳ ଅଭାବରୁ ବା ଯତ୍ନ ଅଭାବରୁ ଫସଲ ଶୁଖି ମରିଯିବାର କାରଣ ହେବା; ଶୁଖି ଯାଉଥିବା ଫସଲକୁ ପାଣି ନ ମଡ଼ାଇବା।