ଖେତା Khetā

  • ଦେ. ବିଣ — ଓଲ୍ଲୁ; ନିର୍ବୁଦ୍ଧିଆ — Dunce; idiotic; stupid
  • ଦେ. ବିଣ — ବାତୁଳ ଖେତା ଲୋକ ଜାଣେ କି ଭଲ ନ୍ଯାୟେ— ପୀତାମ୍ବର. ନୃସିଂହପୁରାଣ।