ଖେଣ୍ଟିବା Kheṇṭibā
- ଦେ. କ୍ରି. (ସଂ. କୁଣ୍ଠ ଧାତୁ) — କସିଦେବା; ଛୋଟେଇ ଦେବା — To shorten; to curtail; to lesson
- ଦେ. କ୍ରି. (ସଂ. କୁଣ୍ଠ ଧାତୁ) — କାର୍ଯ୍ୟ ନ କରି ଖୁଣ୍ଟା ପରି ବସିବା — To sit idle and motionless like a post
- ଦେ. କ୍ରି. (ସଂ. କୁଣ୍ଠ ଧାତୁ) — ସଂକୁଚିତ କରିବା — To contract
- ଦେ. କ୍ରି. (ସଂ. କୁଣ୍ଠ ଧାତୁ) — ବ୍ଯୟ ସଙ୍କୋଚ କରିବା; କୃପଣ ହେବା — To be niggardly; to spend in a niggardly way