ଖେଣ୍ଟା Kheṇṭā
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — ଚିଡ଼ଲ; ଚିଡ଼ିଚିଡ଼ା — Surly; of irritable temper
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — ଅଳପ ତେଣ୍ଟା ମାଇପ ଖେଣ୍ଟା ମଠୁଆ ବଳଦ ଯାର, ଯମ ଘର ଯାଇ କି ଫଳ ହେବ ନିତି ମରଣ ତାର। ଢଗ।
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — (ଗାଳି) ଅପତ୍ୟ ବା ପରିବାରହୀନ — (Person) Without children or Kindred
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — ଗୃହର କଳଙ୍କସ୍ୱରୂପ — A curse to the family
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — ନିର୍ଲ୍ଲଜ; ଭାରଦା — Shameless
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — (ସଂ. କୁଣ୍ଠ)—କୃପଣ; ବ୍ଯୟକୁଣ୍ଠ — Miserly; niggardly
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — ଚୁଗୁଲିଆ — Backbiting
- ଗ୍ରା. ବିଣ.ପୁଂ. (ସଂ. ଖିଟ ଧାତୁ) — ଯେଉଁ ବ୍ଯକ୍ତି ଦୁଇଜଣଙ୍କ ମଧ୍ୟରେ କଳି ଲଗାଇ ଦିଏ — (a person) Who brings about a quarrel or disssension between two persons
- ପ୍ରାଦେ (ଗଡ଼ଜାତ) ବି — ଯେଉଁ ବ୍ଯକ୍ତି ଜାରପୁରୁଷମାନଙ୍କ ନିକଟରେ ସ୍ତ୍ରୀ ଜୁଟାଏ — Panderer; go-between
- ଦେ. ବି. — (ସଂ. କ୍ଷ୍ୱେଡ଼=ଗଜବନ୍ଧନସ୍ତମ୍ଭ)—ମୁନିଆଁ କୀଳା; କେଞ୍ଚା — A pointed peg
- ଦେ. ବି. — ପଦାକୁ ବାହାରିଥିବା କୀଳା — A pointed peg bulging out of a plain surface
- ଦେ. ବି. — (ସଂ. କଣ୍ଟକ) କଣ୍ଟା — Thorn