ଖେଣ୍ଟାଇବା Kheṇṭāibā

  • ଦେ. କ୍ରି. — ଚିଡ଼ାଇବା — To tease
  • ଦେ. କ୍ରି. — ଦୁଇଜଣଙ୍କ ମଧ୍ୟରେ ବିବାଦ ଜନ୍ମାଇବା ପାଇଁ ଖଚ କହିବା — To create dissension between two persons by backbiting
  • ଦେ. କ୍ରି. — ବାରମ୍ବାର ବିରକ୍ତିକର ଭାବରେ କୌଣସି କଥା କହିବା; ଫଟେଇ ହେବା — To speak the same thing with inportunity