ଖେଚାଡ଼ି Khechāṟḍ̠i
- ଦେ. ବି (ସଂ. ଖେଚରାନ୍ନ; କୃଶର; ଖେଚରୀ; କୃଶରା=ଦ୍ୱିଦଳ ମିଶ୍ରିତାନ୍ନ) — ଘିଅ, ମସଲା, କୋରାନଡ଼ିଆ, ହଳଦି, ଡାଲି ପ୍ରଭୃତି ମିଶି ରନ୍ଧା ହୋଇଥିବା ଅନ୍ନ — A hotchpot made of rice and spilt pulse boiled together and seasoned with spices, turmeric, cocoanut-scrapings and ghee
- ଦେ. ବି (ସଂ. ଖେଚରାନ୍ନ; କୃଶର; ଖେଚରୀ; କୃଶରା=ଦ୍ୱିଦଳ ମିଶ୍ରିତାନ୍ନ) — ବହୁ ବସ୍ତୁର ଏକତ୍ର ସମ୍ମିଶ୍ରଣ — Medley of many things