ଖେଚରୀ ମୁଦ୍ରା Khecharī mudrā

  • ଦେ. ବି — ତନ୍ତ୍ରୋକ୍ତ ମୁଦ୍ରାବିଶେଷ ଦୁଇ ଭ୍ରୁର ଅନ୍ତର୍ଗତ ବିନ୍ଦୁଠାକୁ ଦୃଷ୍ଟିକୁ ନିୟନ୍ତ୍ରିତ କରିବା ରୂପ ସାଧନ — The Tantric exercise of directing the sight of both the eyes to the middlemost portion between the two eye brows
  • ଦେ. ବି — ଖେଚରୀ ମୁଦ୍ରାର ଚରିତ ଶୁଣ, ଅତିହଁ ସେହୁ ଅଗୋଚର ସ୍ଥାନ। ପ୍ରାଚୀ. ପରଚେଗୀତା।
  • ଦେ. ବି — [ଦ୍ର—ଏଥିର ଶାସ୍ତ୍ରବଚନ—ଭ୍ରୂବୋରନ୍ତର୍ଗତା ଦୃଷ୍ଟିମୁର୍ଦ୍ରା ଭବତି ଖେଚରୀ।]