ଖେଚର Khechara

  • ସଂ. ବିଣ — ଖଚର (ଦେଖ) — Khachara (See)
  • ସଂ. ବି — ଖଚର (ଦେଖ) — Khachara (See)
  • ସଂ. ବି — ବିଳସଲେ। ବ୍ଯବସ୍ଥିତରେ କବନ୍ଧ କୋଟି। ବିହି ରେରେକାରେ ଗିଲେ ଖେଚର କୋଟି ସଂଖ୍ୟାରେ ଏକଘଣ୍ଟି କୋଦଣ୍ଡରେ ତଥାପି ରଟି। ଭଞ. ବୌଦେହୀଶବିଳାସ।