ଖେଙ୍କିବା Kheṅkibā

  • ଦେ. (ଧ୍ୱନ୍ୟନୂକରଣ) କ୍ରି — ଦାନ୍ତ ଦେଖାଇ ଖେଁ ଖେଁ ଶବ୍ଦ କରିବା; ଖିଙ୍କାରିବା — To snuri at
  • ଦେ. (ଧ୍ୱନ୍ୟନୂକରଣ) କ୍ରି — ତୁଣ୍ଡ ଗାଲୁ କରିବା — To show bravado
  • ଦେ. (ଧ୍ୱନ୍ୟନୂକରଣ) କ୍ରି — କୌଣସି ବ୍ଯକ୍ତିର ଆଦେଶ ପାଳନ ନ କରି ଠେଁସି ଦେବା ବା ମୁହେଁ ମୁହେଁ ତାହାର କଥାକୁ ଅଗ୍ରାହ୍ୟ କରିବା — To fret at an order given by a superior