ଖେଉରିବା Kheuribā

  • ଗ୍ରା. କ୍ରି (ସଂ. କ୍ଷୌର) — ଖିଅର ହେବା — To shave
  • ଗ୍ରା. କ୍ରି (ସଂ. କ୍ଷୌର) — ଲାଜ ନଥାଏ ଯେଉଁ ମୁହଁକୁ, ଭଣ୍ଡାରୀ ନଥାଏ ଖେଉରିବାକୁ—ପ୍ରବଚନ।