ଖେଇ Khei

  • ଦେ. ବି. (ସଂ. ଖାଦ୍ ଧାତୁ) — ଦେବତାଙ୍କ ଠାରେ ଦୈନିକ ଭୋଗ ଲାଗିବା ପଦାର୍ଥରୁ ସେବକମାନଙ୍କୁ ଦୈନିକ ଖୋରାକି—ରୂପେ ଦିଆଯିବା ନିର୍ଦ୍ଦିଷ୍ଟ ଅଂଶ — A certain part of the offerings distributed to different Sebaks or servants of a Deity as fooding-allowance