ଖେଉଦିବା Kheudibā

  • ଦେ. କ୍ରି. (ସଂ. ଖେଟ=ମୃଗୟା) — କ୍ଷଉଦିବା (ଦେଖ) — Kshaudibā (See)
  • ଦେ. କ୍ରି. (ସଂ. ଖେଟ=ମୃଗୟା) — ଗାଳି ଦେଇ ତାଙ୍କୁ ବନକୁ ଖେଉଦିଲା। କୃଷ୍ଣସିଂହ. ମହାଭାରତ. ବନ।
  • ଦେ. କ୍ରି. (ସଂ. ଖେଟ=ମୃଗୟା) — ଖେଦିବା (ଦେଖ) — Khedibā (See)
  • ଦେ. କ୍ରି. (ସଂ. ଖେଟ=ମୃଗୟା) — ଶିକାର ପଛରେ ଗୋଡ଼ାଇବା — To chase an animal
  • ଦେ. କ୍ରି. (ସଂ. ଖେଟ=ମୃଗୟା) — ଦିନେ ଯେ ଦୁର୍ଯ୍ୟୋଧନ ବନ୍ଧାଇଣ ଜାଲ ଖେଉଦିଲେ ବନ ମୃଗଙ୍କୁ ପଲ ପଲ। କୃଷ୍ନସିଂହ. ମହାଭାରତ. ବନ।