ଖୁଡ଼୍ଖୁଡ଼୍ Khuṟḍ̠khuṟḍ̠
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ଖଡ଼ ଧାତୁ=ବିଲୋଡ଼ନ) — କଠିନ ପଦାର୍ଥମାନଙ୍କର ପରସ୍ପର ଆଘାତରେ ଜାତ ହେବା ଖଡ଼ଖଡ଼ ଶବ୍ଦ ଅପେକ୍ଷା ନୀଚତର ଶବ୍ଦ; ମୃଦୁ ବିଲୋଡ଼ନ ଶବ୍ଦ — Clattering low sound of two hard things striking with each other
- ଦେ. ଅ (ଧ୍ୱନ୍ୟନୁକରଣ; ତୁଳ ସଂ. ଖଡ଼ ଧାତୁ=ବିଲୋଡ଼ନ) — [ଦ୍ର—ଖଡ଼ଖଡ଼ ଅପେକ୍ଷା ଖୁଡ଼୍ଖୁଡ଼୍ ମୃଦୁତର ଶବ୍ଦ।]