ଖୁସ୍ବୋଇ Khusboi

  • ବୈଦେ. ବି. (ଫା. ଖୁସ୍ବୁ; ଖୁସ୍ବୋ=ଆନନ୍ଦଜନକ ଗନ୍ଧ; ତୁଳ—ସଂ. ବଃ=ଗନ୍ଧନ; ମେଦିନୀ କୋଷ) — ସୁଗନ୍ଧ; ସୁବାସ — Sweet smell
  • ବିଣ — ସୁଗନ୍ଧଯୁକ୍ତ — Sweet-scented