ଖୁସ୍ବିକ୍ରି Khusbikri

  • ଦେ. ବି. (ଫା. ଖୁସ୍+ସଂ. ବିକ୍ରୟ) — ବିକ୍ରେତାର ସ୍ୱଇଚ୍ଛା ଅନୁସାରେ ସମ୍ପତ୍ତିର ବିକ୍ରୟ; ଅଦାଲତଙ୍କ ଦ୍ୱାରା ବା ଘଟନାଚକ୍ରରେ ବା ଦେଣା— ଦାୟରେ ବାଧ୍ୟ ନ ହୋଇ ବା ଗରଜ ନ ଥାଇ ବିକ୍ରେତାଦ୍ୱାରା ସମ୍ପତ୍ତିବିକ୍ରି — Voluntary sale; private sale