ଖୁସ୍କି Khuski
- ବୈଦେ. ବି. (ଫା; ତୁଳ—ସଂ. ଶୁଷ୍କ) — ଅନାବୃଷ୍ଟି ଜନିତ ମରୁଡ଼ି; ଅନାବୃଷ୍ଟି — Draught; want of rain
- ବୈଦେ. ବି. (ଫା; ତୁଳ—ସଂ. ଶୁଷ୍କ) — ଶୁଖିଲା କୁଣ୍ଡିଆ — Dry itches; scurf
- ବୈଦେ. ବି. (ଫା; ତୁଳ—ସଂ. ଶୁଷ୍କ) — ଶୁଷ୍କତା — Dryness
- ବୈଦେ. ବିଣ — ଶୁଷ୍କ — Dry
- ବୈଦେ. ବିଣ — ବୃଷ୍ଟିହୀନ (ସମୟ ବା ସ୍ଥାନ) — Rainless (time or country)