ଖୁସ୍ କବାଲା Khus kabālā
- ବୈଦେ. ବି. (ଫା. ଖୁସ୍କୱାଲା) — କ୍ରେତା ଓ ବିକ୍ରେତାଙ୍କ ଆପୋସିରେ ସମ୍ପତ୍ତିର ବିକ୍ରୟପତ୍ର — A deed of private sale
- ବୈଦେ. ବି. (ଫା. ଖୁସ୍କୱାଲା) — ବିନାଗରଜରେ ବା ଜରୁରି ବା ଆଭାବ ନ ଥାଇ ବିକ୍ରେତା ବିକ୍ରି କରିବା ସମ୍ପତ୍ତିର ବିକ୍ରୟପତ୍ର — A deed of sale without necessity
- ବୈଦେ. ବି. (ଫା. ଖୁସ୍କୱାଲା) — ବିନାସରତରେ କବାଲା — An unconditional deed of sale
- ବୈଦେ. ବି. (ଫା. ଖୁସ୍କୱାଲା) — [ଦ୍ର—ଯେଉଁ ସମ୍ପତ୍ତିକୁ ବିକ୍ରେତା ସ୍ୱେଚ୍ଛାକ୍ରମେ ବିକ୍ରି ନ କରି ଘଟନାଚକ୍ରରେ ବା ଅଦାଲତଙ୍କଦ୍ୱାରା ବାଧ୍ୟ ହୋଇ ବିକ୍ରି କରେ ତହିଁର କବାଲାକୁ ଖୁସ୍ କବାଲା ବୋଲାଯାଏ ନାହିଁ।]