ଖୁସାମତ୍ Khusāmat

  • ବୈଦେ. ବି. (ଫା. ଖୁଶ୍ ଆମଦ୍) — ଅନ୍ୟକୁ ପ୍ରସନ୍ନ କରିବା ପାଇଁ କରାଯିବା ମିଥ୍ୟାପ୍ରଶଂସା; ତୋଷାମୋଦ; ଚାଟୁବାଦ; ଚାଟୁବୃତ୍ତି — Flattery