ଖୁସାମତିଆ Khusāmatiā
- ଦେ. ବିଣ. (ଫା. ଖୁସାମଦ୍+ଓଡ଼ିଆ ପ୍ରତ୍ୟୟ ଇଆ) — ଚାଟୁକାର; ସ୍ତାବକ (ବ୍ଯକ୍ତି) — Flattering (person)
- ଦେ. ବିଣ. (ଫା. ଖୁସାମଦ୍+ଓଡ଼ିଆ ପ୍ରତ୍ୟୟ ଇଆ) — ପ୍ରୀତିଜନକ; ଚାଟୁପୂର୍ଣ୍ଣ (ଉକ୍ତି) — Flattering (words)
- ଦେ. ବିଣ. (ଫା. ଖୁସାମଦ୍+ଓଡ଼ିଆ ପ୍ରତ୍ୟୟ ଇଆ) — ଚାଟୁପ୍ରିୟ (ବ୍ଯକ୍ତି) — Fond of flattery
- ଦେ. ବିଣ. (ଫା. ଖୁସାମଦ୍+ଓଡ଼ିଆ ପ୍ରତ୍ୟୟ ଇଆ) — ଖୁସାମତ କରିବା ଯାହାର ଅଭ୍ୟାସ ବା ଜୀବିକା — Making a living by flattery; flatterer by habit