ଖୁଳ୍ଖୁଳ୍ Khuḻkhuḻ
- ଦେ. (ଧ୍ୱନ୍ୟନୁକରଣ) ଅ. (ତୁଳ. ସଂ. ସ୍ଖଳଧାତୁ.) — ମୂଷା ମାଟି ଗାଳିବାର ଅନୁଚ୍ଚ ଶବ୍ଦ; କୌଣସି ଘନ ଓ କ୍ଷୁଦ୍ର ପଦାର୍ଥକୁ ଆସ୍ତେ ଆସ୍ତେ ଅଜାଡ଼ିବାର ଶବ୍ଦ ବା ଗଛରୁ ବକଳ ଖସି ପଡ଼ିବାର ଶବ୍ଦ; ଗୁଳ୍ଗୁଳ୍ — Sound resembling that of dried barks peeling off a tree or of small articles being slowly or profusely poured out