ଖୁର୍ଖୁର୍ Khurkhur

  • ଦେ. କ୍ରି. ବିଣ. (ସଂ. ଖର) — କ୍ଷିପ୍ର ଗତିରେ ଓ ସୁନ୍ଦର ରୂପରେ (ଚାଲିବା) — (to walk) Briskly and in a charming manner
  • ଦେ. କ୍ରି. ବିଣ. (ସଂ. ଖର) — (ଯଥା—ତଟୁ ଘୋଡ଼ାଟି ଥୁର୍ଥୁର୍ ହୋଇ ଚାଲୁଛି।)