ଖୁରୁଡ଼ୁ ମାରିବା

  • ଦେ. କ୍ରି — ଶୁଖିଲା ନଡ଼ିଆକୁ ଦିନା କେତେ ଘରେ ରଖିବାଦ୍ୱାରା ନଡ଼ିଆରୁ ପାଣି ଶୁଖାଯାଇ ତାହା ଖୁରୁଡ଼ରେ ପରିଣତ ହେବାର ଉପାୟ କରିବା।