ଖୁରିଶାସି Khuriṡāsi

  • ଦେ. (ପ୍ରାଚୀନ) ବି. (ସଂ. ଖର ଶାସନୀୟ—ଗୋପୀନାଥ ନନ୍ଦ) — ଖୁରିଶାଣ (ଦେଖ) — Khuriṡāṇa (See)
  • ଦେ. (ପ୍ରାଚୀନ) ବି. (ସଂ. ଖର ଶାସନୀୟ—ଗୋପୀନାଥ ନନ୍ଦ) — ମତୁଆଳ ବାଦ୍ୟରେ ମହୁରି ରାମ ତାଳି ଚାଲନ୍ତି ଖୁରିଶାସି ଦିଅନ୍ତି ରାମତାଳି ସାରଳା. ମହାଭାରତ।