ଖୁରି ଖାଇବା Khuri khāibā
- ଦେ. କ୍ରି — (ସଂ. ଖୁର; ଖୁରଦ୍ୱାରା ମାଟି ରାମ୍ପିବାରୁ)— ପରସ୍ପର ଯୁଦ୍ଧ କରିବା ପୂର୍ବରୁ ଶୃଙ୍ଗ ବା ଟାପୁ— ଦ୍ୱାରା ପଶୁଜାତିର ମୃତ୍ତିକା ତାଡ଼ନ କରିବା — To paw with the hoofs or tear the earth with the horn (said of cattle etc before fighting with each other)
- ଦେ. କ୍ରି — (ଲକ୍ଷଣାର୍ଥ) ପ୍ରଥମେ ଥଟ୍ଟା ଲଗାଇବା — To play jokes at first; to provoke joke