ଖୁରାଣ୍ଟି Khurāṇṭi

  • ଦେ. ବି. (ସଂ. ଖୁର) — ନ୍ଯୁଙ୍କୁ (ଦେଖ) — Nyaṅku (See)
  • ଦେ. ବି. (ସଂ. ଖୁର) — ନଈକୂଳ ବନ୍ଧର ଅଗ୍ରଭାଗ — The summit of an embankment
  • ଦେ. ବି. (ସଂ. ଖୁର) — ଏକପ୍ରକାର ଲୁଣିମାଛ — A species of sea—water fish
  • ଦେ. ବି. (ସଂ. ଖୁର) — ହିନ୍ଦୀଭାଷା — The Hindi language