ଖୁମାଣି Khumāṇi

  • ଗ୍ରା. ବିଣ. ପୁଂ — ଯେଉଁ ପୁରୁଷ ସାମାନ୍ୟ କଥାରେ ରୁଷିକରି ଗାରୁଗାରୁ ହୁଏ; ଅଭିମାନୀ — Prone to grudge at petty things; (male) of a grumbling nature
  • ଗ୍ରା. ବି — ଖୁମାଣ (ଦେଖ) — Khumāṇi (See)