ଖୁନ୍ଦାଇବା Khundāibā

  • ଦେ. କ୍ରି. — ଖୁନ୍ଦିବାର ଣିଜନ୍ତରୂପ — The causative from of Khundibā
  • ଦେ. କ୍ରି. — ପିଲାକୁ ଉପର୍ଯ୍ୟୁପରି ବଡ଼ ବଡ଼ ଗୁଣ୍ଡା ଗିଳାଇବା — To repeatedly push in big morsels of food to the mouth of a child