ଖୁଦ୍କାସ୍ତ Khud kāst

  • ବୈଦେ. ବି. (ଫା. ଖୁଦ୍କାଶ୍ତ) (ନିଜ ଗ୍ରାମର ଅଧିବାସୀ ଚାଷୀ ବା ରଇତ) — ଥାନୀ ରଇତ; ଆପଣା ବସତି ମଉଜାରେ ଜମି ଚାଷ କରିବା ପ୍ରଜା — A tenant who cultivates lands his own native village; a resident royat
  • ବୈଦେ. ବି. (ଫା. ଖୁଦ୍କାଶ୍ତ) (ନିଜ ଗ୍ରାମର ଅଧିବାସୀ ଚାଷୀ ବା ରଇତ) — ଥାନୀ ରୟତି ଜମି ବା ଜୋତ୍ — The holding of a resident royat
  • ବୈଦେ. ବି. (ଫା. ଖୁଦ୍କାଶ୍ତ) (ନିଜ ଗ୍ରାମର ଅଧିବାସୀ ଚାଷୀ ବା ରଇତ) — ଜମିଦାରଙ୍କ ନିଜ ଜୋତ ବା ନିଜଚାଷ ଜମି — Land cultivated by the landlord himself; zamindar's private land
  • ବୈଦେ. ବିଣ — ନିଜର ବାସଗୃହ ମଉଜାରେ ଜମି ଚାଷ କରୁଥିବା — Cultivating lands in one's native village
  • ବୈଦେ. ବିଣ — ସ୍ୱୟଂ ଜମିଦାରଙ୍କ ନିଜ ହଳଦ୍ୱାରା ଚାଷ କରାଯାଉଥିବା (ଜମି) — (land) Cultivated by the zamindar himself
  • ପ୍ରାଦେ. (ସମ୍ବଲପୁର) ବି. — ମାଫିଦାର୍ ବା ଲାଖରାଜିଦାର୍ର ଭୋଗରା ଛଡ଼ା ନିଜଚାଷ ଜମି — The land cultivated by the Māfidar or lākhrājidar besides his bhogrā lands