ଖୁଦୁଡ଼ି Khuduṟḍ̠i

  • ଦେ. ବିଣ — ଖୁଦିଆ (ଦେଖ) — Khudiā (See)
  • ଦେ. ବି — କୁଟିଲାବେଳେ ଖୁଦରୂପେ ପରିଣତ ହୋଇଥିବା ଚାଉଳ — Broken grains of rice
  • ପ୍ରାଦେ (ସମ୍ବଲପୁର) ବି — ଖୁଦ (ଦେଖ) — Khuda (See)