ଖୁଦକୁଣ୍ଡା Khudakuṇḍā

  • ଦେ. ବି — ଅତିଶୟ ଚୂନା କୁଣ୍ଡା — Fine husks of paddy
  • ଦେ. ବି — ନ ପାଇଲେ ଦୁଃଖୀ ପ୍ରଜା ଖୁଦକୁଣ୍ଡା— ରାଧାନାଥ. ଦରବାର।
  • ଦେ. ବି — କ୍ଷୁଦ୍ର ଚାଉଳକଣାମିଶ୍ରିତ କୁଣ୍ଡା — Fine particles of rice mixed with husks