ଖୁଦ ଚଲା Khuda chalā

  • ଦେ. ବି — ଏକପ୍ରକାର ଚାଲୁଣୀ ଯହିଁରେ ଖୁଦମିଶା ଚାଉଳକୁ ଚଲାଇଲେ ଖୁଦଯାକ ଚାଲୁଣିର ରନ୍ଧ୍ରବାଟେ ଗଳିପଡ଼େ ଓ ଗୋଟା ଚାଉଳଯାକ ରହି ଯାଏ — A sieve with which particles of rice fall to the ground and whole rice remain