ଖୁଣ୍ଟ Khuṇṭa
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ସ୍ତମ୍ଭ; ଖୁମ୍ବ — Pillar; post
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — [ଦ୍ର—ଅବସ୍ଥିତିଅନୁରୂପ ଘରେ ବସିଥିବା ଖୁଣ୍ଟମାନଙ୍କର ଭିନ୍ନ— ଭିନ୍ନ ନାମ ହୁଏ; ଯଥା—ମଝିଖୁଣ୍ଟ—ଘର ମଝିରେ ପୋତାଯାଇ— ଥିବା ଖୁଣ୍ଟ ଯାହା ଉପରେ ଉଚ୍ଚତମ ଶେଣୀ ରଖାଯାଏ; ତୁଳିଆଖୁଣ୍ଟ —ଘରର ଖୁଣ୍ଟମାନଙ୍କ ମଧ୍ୟରେ ଉଚ୍ଚତମ ଖୁଣ୍ଟମାନ; ପାରିଆଖୁଣ୍ଟ —ଯେଉଁ ଖୁଣ୍ଟମାନ ଘର—ଚାରିପାଖରର କାନ୍ଥ ଦେହରେ ଥାଏ ଓ ଯହିଁ ଉପରେ ପାରିଆ ଶେଣୀ ଚାଲିଥାଏ; ପିଣ୍ଡାଖୁଣ୍ଟ=ପିଣ୍ଡା ଉପରେ ବସା ଯାଇ ଥିବା ସାନ ସାନ ଖୁଣ୍ଟମାନ।]
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ମୋଟ କୀଳକ; ମେଖ — Thick peg; stake
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ଶୁଷ୍କ ବୃକ୍ଷର ଶାଖାହୀନ କାଣ୍ଡ; ଖୁଣ୍ଟ — Branchless trunk of a dead tree
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ଛୋଟ ଖମ୍ବ — A small pillar or post
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ଗୋଟିଏ ସବାରି କାନ୍ଧେଇବା ନିମନ୍ତେ ଆବଶ୍ୟକ ନିର୍ଦ୍ଦିଷ୍ଟ ସଂଖ୍ୟକ ( 4, 6, 8, 9 ବା 12 ଜଣ) ବେହେରା — ଗୋଟିଏ ସବାରି କାନ୍ଧେଇବା ନିମନ୍ତେ ଆବଶ୍ୟକ ନିର୍ଦ୍ଦିଷ୍ଟ ସଂଖ୍ୟକ (4, 6, 8, 9ବା12ଜଣ) ବେହେରା— . A set bearers required to carry a palky
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ଲମ୍ବ ହୋଇ ପଦାକୁ ବାହାରି ପଡ଼ିଥିବା ବସ୍ତୁ — A long protruding thing
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ମେରି ଖୁଣ୍ଟ; ଖଳାର ବା ଘରର ମଝିଖୁଣ୍ଟ — The central post or pillar of a house or threshing floor
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ପ୍ରସବ କରିବା ସମୟରେ ଶୂଳ ଆସିବା ବେଳେ ସ୍ତ୍ରୀ— ଲୋକମାନେ ଘର ଭିତରେ ପୋତାଯାଇଥିବା ଯେଉଁ ସ୍ତମ୍ଭକୁ ଧରି ଶୂଳ ଖାଆନ୍ତି — A post fixed on the floor of a house for a woman to hold it and strain herself while undergoing the pangs of child-birth
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — (ଲକ୍ଷଣାର୍ଥ)—(ଘରର ମଝିଖୁଣ୍ଟ ବା ମେରିଖୁଣ୍ଟ ପରି) ନେତା; ପ୍ରଧାନ ବ୍ଯକ୍ତି — Principal or central person in a concern; leader
- ଦେ. ବି. (ସଂ. କ୍ଷୋଡ଼=ଗଜବନ୍ଧନସ୍ତମ୍ଭ; ତୁଳ ସଂ. ସ୍ଥୁଣା =ଗୃହର ସ୍ତମ୍ଭ; ବୃକ୍ଷ; ତୁଳ—ଶବରଶବ୍ଦ. ଖୁଣ୍ଟ= ଢିପ ଯାଗାରେ ଥିବା ଗଛ) — ମାଲ ଖୁଣ୍ଟ — A post in the centre of a gymnasium erected for athletic exercises
- ଦେ. ବିଣ — ପ୍ରଧାନ — Chief