ଖୁଣ୍ଟୁଣି Khuṇṭuṇi

  • ଦେ. ବି. — ଦାନ୍ତ ଖୁଣ୍ଟିବାର କାଠି — Tooth-pick
  • ଦେ. ବି. — ସୁବର୍ଣ୍ଣ ନିର୍ମିତ ଖଡ଼ିକା ଦାନ୍ତ ଖୁଣ୍ଟୁଣି। ସାରଳା. ମହାଭାରତ।
  • ଦେ. ବି. — ଲଗି ସାହାଯ୍ୟରେ ଆମ୍ବଗଛରୁ ଆମ୍ବ ଗୋଟି ଗୋଟି କରି ତୋଳିଲେ ତାହା ତଳେ ନ ପଡ଼ି ଲଗି ଆଗରେ ସଂଲଗ୍ନଥିବା ଜାଲିରେ ରହିବ, ଏଭଳି କୌଶଳରେ ତିଆରି ହୋଇଥିବା ଲମ୍ବ ସରୁ ବାଉଁଶ ବା ଲଗି — A long hooked pole to the end of which a net-basket it attached to hold the mango when it is plucked from a high tree by means of the said hooked pole (to prevent the mango from falling to the ground and being spoiled thereby)