ଖୁଣ୍ଟୁଣା ଦେବା Khuṇṭuṇā debā

  • ଦେ. କ୍ରି — ଖୁଣ୍ଟା ଦେବା; ପୂର୍ବର ଛିଦ୍ର କଥାକୁ ଉପଲକ୍ଷ୍ୟ କରି ଗଞ୍ଜଣା ଦେବା; ଜଣକର ପୂର୍ବ କଳଙ୍କକୁ ଲକ୍ଷ୍ୟ କରି ଛିଗୁଲାଇବା — To allude or criticise a person by referring to some of his past conduct or stain or family secret