ଖୁଣ୍ଟିନାଟି Khuṇṭināṭi

  • ଦେ. ବି (ବଙ୍ଗଳାରୁ ଅନୂକୃତ) — ସାମାନ୍ୟ ସାମାନ୍ୟ ତ୍ରୁଟି ବା ଦୋଷ — Slight blemishes; petty defects
  • ଦେ. ବି (ବଙ୍ଗଳାରୁ ଅନୂକୃତ) — କୌଣସି କାର୍ଯ୍ୟର ଅତି କ୍ଷୁଦ୍ର ଅଂଶ — Trifling or petty particulars of a work