ଖୁଣ୍ଟିଖିଆ Khuṇṭikhiā

  • ଦେ. ବିଣ. ପୁଂ (ଗାଳି ଓ ଘୃଣାର୍ଥକ) — ଯେ ଭୂମିରେ ପଡ଼ିଥିବା ଅନ୍ନକଣାମାନ ଖୁଣ୍ଟିକରି ଖାଏ
  • ଦେ. ବିଣ. ପୁଂ (ଗାଳି ଓ ଘୃଣାର୍ଥକ) — କୃପଣ — Miserly
  • ଦେ. ବିଣ. ପୁଂ (ଗାଳି ଓ ଘୃଣାର୍ଥକ) — ଅତି ଗରିବ — Very poor