ଖୁଣ୍ଟିଆଭାଜି Khuṇṭiābhāji

  • ପ୍ରାଦେ (ସମ୍ବଲପୁର) ବି — (ଯାହାର ଅଗକୁ ଖୁଣ୍ଟିକରି ନିଆଯାଏ)—ଶାକବିଶେଷ; ଲେଉଟିଆ ଶାଗ — A sort of Potherb
  • ପ୍ରାଦେ (ସମ୍ବଲପୁର) ବି — (ଯଥା—ପ୍ରଜାମାନେ ରାଜାଙ୍କର ଖୁଣ୍ଟିଆଭାଜି—ତୁଳ. ଓଡ଼ିଶାରେ କହନ୍ତି, ପ୍ରଜାମାନେ ରାଜାଙ୍କର ଲେଉଟିଆ ପଟାଳି।)