ଖୁଣ୍ଟାଗାଡ଼ି Khuṇṭāgāṟḍ̠i
- ଦେ. ବି — ତାଗାଗାଡ଼ି; କୌଣସି ଭୂସମ୍ପତ୍ତି ଆଦାଲତରେ ନିଲାମ କରାଯିବା ନିମନ୍ତେ ପୂର୍ବରୁ ତହିଁର କୋରଖ୍ ଇସ୍ତିହାର ସର୍ଯମିନ୍ରେ ପ୍ରଚାରିତ ହୁଏ। ସେହି ଉଦ୍ଦେଶ୍ୟରେ ସର୍ଯମିନ୍ରେ ତାହା ଲଟକାଇବା— ପାଇଁ ଖୁଣ୍ଟା ବା ତାଗା ପୋତା ଯିବାର ଆଇନ୍ନିର୍ଦ୍ଦିଷ୍ଟ— ବିଧି ବା କ୍ରିୟା — The act of driving a pillar into the ground to hang the writ of attachment on it when a landed property is advertised to be sold by public auction in execusion of a decree of a Court of justice
- ଦେ. ବି — ଜମିଦାରଙ୍କ ଜମିରେ ନଦୀ ମଧ୍ୟରେ ନୌକାକୁ ଅଟକାଇ— ରଖିବା ନିମନ୍ତେ ଯେଉଁ ଖୁଣ୍ଟ ପୋତାଯାଏ, ସେଥିପାଇଁ ଅନୁମତି ପାଇବା ସକାଶେ ଡଙ୍ଗାବାଲାମାନେ ଜମିଦାରଙ୍କୁ ଦେବା କର — Cess paid to a landlord by boatmen for permission to drive pegs on the river-bank for tying boats thereto