ଖୁଣ୍ଟ ବାଘ Khuṇṭa bāgha
- ପ୍ରାଦେ. (ଗଡ଼ଜାତ) ବି — କନ୍ଧମାନେ ଯେଉଁ ସ୍ଥାନରେ ମୁର୍ଦ୍ଦାର ପୋଡ଼ନ୍ତି ସେହି ଚିତା—ଭସ୍ମ ଉପରେ ଉଠିଥିବା ଗଛ — A kind of tree growing over the ashes of cremated corpse of a Kandha
- ପ୍ରାଦେ. (ଗଡ଼ଜାତ) ବି — [ଦ୍ର—କନ୍ଧମାନେ କହନ୍ତି ଚରୁଥିବା ଗୋରୁର ଦେହରେ ଏ ଗଛ ବାଜିଲେ ବାଘ ଧଇଲା ପରି ସେ ଗୋରୁ ବୋବାଳି ଛାଡ଼େ ଓ ସେ ସ୍ଥାନରୁ ଯାଇ ପାରେ ନାହିଁ। ରଖୁଆଳ ଗୋରୁର ସେହି ଅଂଶରେ ଦି' ବାଡ଼ି ପକାଇଲେ, ଗୋରୁ ଚାଲି ଯାଏ ଓ ସେହି ସ୍ଥଳରେ ଗୋଟିଏ କ୍ଷତ ହୁଏ। ସେହି କ୍ଷତରେ ଟୁଙ୍ଗାଚେର ଓ ମାଣସାରୁ ବୋଳିଲେ ଭଲ ହୋଇ ଯାଏ।]