ଖୁଣ୍ ଖରାପ୍ Khuṇ kharāp
- ବୈଦେ. ବି. (ଫା. ଖୂନ୍ ଖରାବା) — ହତ୍ୟାକାଣ୍ଡ — Murder
- ବୈଦେ. ବି. (ଫା. ଖୂନ୍ ଖରାବା) — ରକ୍ତପାତ — Blood-shed
- ବିଣ — ରକ୍ତାକ୍ତ — Bleeding
- ବିଣ — ରକ୍ତାରକ୍ତି; ଅନ୍ଯୋଽନ୍ୟରେ ହଣାହଣି — Wounding each other; causing bleeding in each other
- ବିଣ — ଖିନଖରାପ୍ (ଦେଖ) — Khinkharāp (See)