ଖୁଟ୍ଖୁଟ୍ Khuṭkhuṭ

  • ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ. ବଂ. ଖୁଁତ୍ଖୁଁତ୍= ଅସନ୍ତୁଷ୍ଟ) — ଅସନ୍ତୁଷ୍ଟ — Displeased; murmuring
  • ପ୍ରାଦେ. (ସମ୍ବଲପୁର) ବିଣ. (ତୁଳ. ବଂ. ଖୁଁତ୍ଖୁଁତ୍= ଅସନ୍ତୁଷ୍ଟ) — ସନ୍ଦିଗ୍ଧ — Doubtful; suspicious