ଖୁଜୁରୁନାଥ Khujurunātha
- ଦେ. ବି (ନାମ) — ତିବ୍ୱତର ଲାମାମାନଙ୍କର ତୀର୍ଥ — A place of pilgrimage of the Lamas in Tibbet
- ଦେ. ବି (ନାମ) — [ଦ୍ର—ଏହା ତକଲାକୋଟ୍ ଗିରିସଙ୍କଟରୁ ଦଶ ମାଇଲ ଦୂର। ଏଠାରେ ଭୂବନେଶ୍ୱରୀ ଯନ୍ତ୍ର ଓ ଯନ୍ତ୍ର ସମ୍ମୁଖରେ 7।8 ହାତ ଉଚ୍ଚ ଚତୁର୍ଭୂଜା ଦେବୀ ମୂର୍ତ୍ତି, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଓ ଇନ୍ଦ୍ରାଦି ଦେବଙ୍କର ପ୍ରସ୍ତର ମୂର୍ତ୍ତି ଅଛି। ଶକ୍ତିମୂର୍ତ୍ତି ଅନେକ। ଏଥରେ ଦେବମୂର୍ତ୍ତିଙ୍କର ଅପୂର୍ବ ଶୋଭା ଓ ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ—ସ୍ୱାମୀ ରାମାନନ୍ଦ।] — [ଦ୍ର—ଏହା ତକଲାକୋଟ୍ ଗିରିସଙ୍କଟରୁ ଦଶ ମାଇଲ ଦୂର ଏଠାରେ ଭୂବନେଶ୍ୱରୀ ଯନ୍ତ୍ର ଓ ଯନ୍ତ୍ର ସମ୍ମୁଖରେ78ହାତ ଉଚ୍ଚ ଚତୁର୍ଭୂଜା ଦେବୀ ମୂର୍ତ୍ତି, ବ୍ରହ୍ମା ବିଷ୍ଣୁ ମହେଶ୍ୱର ଓ ଇନ୍ଦ୍ରାଦି ଦେବଙ୍କର ପ୍ରସ୍ତର ମୂର୍ତ୍ତି ଅଛି ଶକ୍ତିମୂର୍ତ୍ତି ଅନେକ ଏଥରେ ଦେବମୂର୍ତ୍ତିଙ୍କର ଅପୂର୍ବ ଶୋଭା ଓ ସୌନ୍ଦର୍ଯ୍ୟ ବର୍ଣ୍ଣନାତୀତ—ସ୍ୱାମୀ ରାମାନନ୍ଦ]