ଖୁଙ୍ଗିବା Khuṅgibā

  • ଦେ. କ୍ରି (ସଂ. କୁଚ ଧାତୁ= ବିଲେଖନ) — ଆଙ୍ଗୁଠି ବା ବାଡ଼ିଅଗରେ କେଞ୍ଚିବା — To poke with the tips of fingers or stick
  • ଦେ. କ୍ରି (ସଂ. କୁଚ ଧାତୁ= ବିଲେଖନ) — କୈଣସି ମୁନିଆଁ ଅସ୍ତ୍ରରେ କେଞ୍ଚିବା — To poke with a sharp pointed weapon