ଖୁଙ୍ଗା Khuṅgā
- ଦେ. ବି. (ସଂ. କରଙ୍କ; କରଙ୍ଗ) — ବେତ ବା ବାଉଁଶ— ନିର୍ମିତ କ୍ଷୁଦ୍ର ପେଟିକା; ଛୋଟ ପେଡ଼ି — A small box of wicker work. (of cane, bamboo etc.)
- ଦେ. ବି. (ସଂ. କରଙ୍କ; କରଙ୍ଗ) — ପତ୍ରର ଠୋଲା; ଦନା — Leaves sewn into a pot
- ଦେ. ବି. (ସଂ. କରଙ୍କ; କରଙ୍ଗ) — ଆଙ୍ଗୁଠି ବା ଯଷ୍ଟି ଅଗରେ କେଞ୍ଚିବା — Poking with a finger-tip or a point of a stick
- ପ୍ରାଦେ. (ଗଡ଼ଜାତ) ବିଣ. ପୁଂ — ବେଢଙ୍ଗିଆ (ଲୋକ) — Unmethodical (person); Unsystematic (person)
- ପ୍ରାଦେ. (ପୁରୀ) ବିଣ — ଅତି ମାନ୍ଦାବୁଦ୍ଧିଆ ବା ଲେସମା — Very sluggish