ଖୁଖ୍ମା Khukhmā

  • ପ୍ରାଦେ (ସମ୍ବଲପୁର) ବି — କଇଁଫୁଲ — Water-lily
  • ପ୍ରାଦେ (ସମ୍ବଲପୁର) ବି — କଇଁ ଫୁଲର ମଞ୍ଜି — The seed of water-lily
  • ଦେ. ବିଣ. ପୁଂ — ସବଳ; ହୃଷ୍ଟପୁଷ୍ଟ — Fat and healthy;