ଖୁଆଦଣ୍ଡ Khuādaṇḍa

  • ଦେ. ବି. — ଦହି ମୋହିବା ଦଣ୍ଡ; ମନ୍ଥନଦଣ୍ଡ; ଖୁଆ — A rod with a ball at the end to churn butter-milk
  • ଦେ. ବି. — ଖୁଆଦଣ୍ଡଛୁଆଁ ଖରାପ କ୍ଷୀରରେ ସୁସ୍ୱାଦ କି ଥାଏ ଆଉ। କବିସୂର୍ଯ୍ୟ. ସଙ୍ଗୀତ।